25.1 C
Bhubaneswar
Monday, October 21, 2024
Homeଓଡିଶାପୁରୀରୁ ସୋନପୁରକୁ ଗଡିବ ଟ୍ରେନ୍‌

ପୁରୀରୁ ସୋନପୁରକୁ ଗଡିବ ଟ୍ରେନ୍‌

ପୁରୀ: ପୁରୀ ଶ୍ରୀକ୍ଷେତ୍ରରୁପାତାଳି ଶ୍ରୀକ୍ଷେତ୍ର ସୋନପୁରକୁ ଗଡିବ ଟ୍ରେନ୍ । ଆସନ୍ତାକାଲି ନୂତନ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ସପ୍ତାହକୁ ଥରେ ଯାତ୍ରା କରିବା ନେଇ ପୂର୍ବତଟ ପକ୍ଷରୁ ସୂଚନା ରହିଛି । ପ୍ରତି ଗୁରୁବାର ପୁରୀ ଛାଡିବ, ଶୁକ୍ରବାର ସୋନପୁରରୁ ପୁରୀ ଫେରିବ ନେଇ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking