21.1 C
Bhubaneswar
Saturday, February 14, 2026
Homeଓଡିଶାଶିକ୍ଷୟତ୍ରୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ

ଶିକ୍ଷୟତ୍ରୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ

ଝାରସୁଗୁଡା: ଶିକ୍ଷୟତ୍ରୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ ।  ଝାରସୁଗୁଡା ଜିଲ୍ଲା  ବେଲପାହାଡ ଅଞ୍ଚଳରୁ ଲୁଟ ହୋଇଛି ।  ସିସିଟିଭିରେ କଏଦ ହୋଇଛି  ଲୁଟ ବେଳର ଦୃଶ୍ୟ ।  ଗତକାଲି ଦୁଇଜଣ ଦୁର୍ବୃତ୍ତ  ବାଇକରେ ଆସି ସୁନା ଚେନ ଝାମ୍ପି ନେଇ  ଫେରାର ହୋଇଛନ୍ତି। ପିଏମଶ୍ରୀ  ଗିରିଧର ଲାଲ  ହାଇସ୍କୁଲର ଶିକ୍ଷୟତ୍ରୀ କମଳା ସରାଫ ସ୍କୁଲ ଛୁଟି  ହେବା ପରେ  ଚାଲି ଚାଲି ଘରକୁ  ଫେରୁଥିବା  ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସୁନା ଚେନ ଝାମ୍ପି ନେଇଛନ୍ତି ।   ଶିକ୍ଷୟତ୍ରୀ ଜମଙ୍କ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking