20.1 C
Bhubaneswar
Sunday, February 15, 2026
Homeଓଡିଶାଏସୟୁଜେ ଓଡ଼ିଶା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ଏସୟୁଜେ ଓଡ଼ିଶା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ଯାଜପୁର : ଗତ ଗୁରୁବାର ଦିନ ଭୁବନେଶ୍ବର ରେ ଖବର ସଂଗ୍ରହ ବେଳେ ଏକ ବୈଦୁତିକ ଗଣମାଧ୍ୟମ ର ମହିଳା ସାମ୍ବାଦିକ ଙ୍କୁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଲଗାଇବା ଘଟଣା ନେଇ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା ପକ୍ଷରୁ ଉଦବେଗ ପ୍ରକାଶ କରିଛି। ଏ ନେଇ ସଂଗଠନ ପକ୍ଷରୁ ଯାଜପୁର ଟାଉନ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇରେ ମହିଳା ସାମ୍ବାଦିକ ଚିନ୍ମୟୀ ସାହୁ ଏବଂ ଭିଡିଓ ଜର୍ଣାଲିଷ୍ଟ ଉମେଶ ମହାରଣା ଙ୍କୁ ଉପରକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସ କୁଜୁର ଛାଡି ଦେଇଥିଲେ। ଏଭଳି ଘଟଣା ସମଗ୍ର ଗଣମାଧ୍ୟମ ଜଗତ ପାଇଁ ଲଜ୍ଜା ଜନକ ଘଟଣା ବୋଲି ଏସୟୁଜେ ପକ୍ଷରୁ କୁହାଯାଇଛି। ଏପରି ସ୍ଥଳେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ ଆଇନ୍ ପ୍ରଣୟନ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଏସୟୁଜେ ଓଡ଼ିଶା ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking