27.1 C
Bhubaneswar
Sunday, July 7, 2024
Homeଓଡିଶାନାବାଳକଙ୍କୁ କାମୁଡ଼ିଲା ସାପ ଚାଲିଗଲା ଜୀବନ

ନାବାଳକଙ୍କୁ କାମୁଡ଼ିଲା ସାପ ଚାଲିଗଲା ଜୀବନ

ଯାଜପୁର : ନାବାଳକଙ୍କୁ କାମୁଡ଼ିଲା ସାପ ଚାଲିଗଲା ଜୀବନ । ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ଅର୍ଷିଆ ଗ୍ରାମରେ ଘଟିଛି ଏହି ଅଘଟଣ । ମୃତ ନାବାଳକ ହେଲେ ଗ୍ରାମର ବାଦଲ ମଲିକ । ଗତକାଲି ରାତିରେ ଘରେ ଶୋଇଥିବା ସମୟରେଏକବିଷାକ୍ତ ସାପ କାମୁଡ଼ିଥିବା ସୂଚନା । ତେବେ ପରିବାର ଲୋକ ବାଦଲକୁ ଅଚେତ ଅବସ୍ଥାରେ ଆଜି ସକାଳେ ମଧୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ କୁଆଖୁଆ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ମୃତ ବାଦଲ ସପ୍ତମ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking