25.1 C
Bhubaneswar
Saturday, February 7, 2026
Homeଓଡିଶାରାଜରାସ୍ତାରେ ଜଳିଗଲା ହାଇୱା

ରାଜରାସ୍ତାରେ ଜଳିଗଲା ହାଇୱା

କଳାହାଣ୍ଡି: ଚାଲୁ ଚାଲୁ ଜଳିଗଲା ହାଇୱା l କଳାହାଣ୍ଡି ଜିଲ୍ଲା ଜୟପାଟଣା ନିକଟ ବୀଜ ମାରା ରାଜ ରାସ୍ତାରେ ଜଳିଗଲା ହାଇୱା । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲଫର l ଜଳି ଯାଇଥିବା ଗାଡ଼ିଟି ଜୟପାଟଣାର ସୁଦର୍ଶନ ମୁଣ୍ଡ ନାମକ ଠିକାଦାରଙ୍କ ହୋଇଥିବା ବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking