27.1 C
Bhubaneswar
Saturday, October 19, 2024
Homeଓଡିଶାସର୍ଟ ସର୍କିଟ ଯୋଗୁଁ ବାରରେ ଲାଗିଲା ନିଆଁ

ସର୍ଟ ସର୍କିଟ ଯୋଗୁଁ ବାରରେ ଲାଗିଲା ନିଆଁ

ଭୁବନେଶ୍ୱର: ସହିଦନଗର ଭବାନୀ ମଲ ନିକଟରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ମଲ ନିକଟରେ ଥିବା ଏକ ବାରରେ ନିଆଁ ଲାଗିଛି । ସର୍ଟ ସର୍କିଟରୁ ବାରରେ ନିଆଁ ଲାଗିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ଦୋକାନ ଭିତରେ ୪ ଜଣ ଫସି ରହିଥିବା ସୂଚନା ରହିଛି । ଭିତରେ ପ୍ରବଳ ଧୂଆଁ ଥିବାରୁ ଉଦ୍ଧାର ଉଦ୍ୟମରେ ବାଧା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking