32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ମୁକୁଟ ଉପହାର ଦେଲେ ହିରା ବ୍ୟବସାୟୀ

ରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ମୁକୁଟ ଉପହାର ଦେଲେ ହିରା ବ୍ୟବସାୟୀ

ଲକ୍ଷୌ : ଗୁଜରାଟ ସୁରଟର ଜଣେ ହିରା ବ୍ୟବସାୟୀ ମନ୍ଦିରରେ ପୂଜା ପାଉଥିବ ରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ଉପହାରରେ ଦେଇଛନ୍ତି। ଗ୍ରୀନ୍‌ ଲାବ୍‌ ଡାଇମଣ୍ଡ କମ୍ପାନୀର ମାଲିକ ମୁକେଶ ପଟେଲ ୬ କିଲୋଗ୍ରାମ ଓଜନର ମୁକୁଟ ଦାନରେ ଦେଇଛନ୍ତି। ମୁକୁଟରେ ୪ କିଲୋଗ୍ରାମର ସୁନା ରହିଥିବା ବିଭିନ୍ନ ଆକାରର ହୀରା, ମାଣିକ, ମୋତି ଏବଂ ନୀଲମ ଲାଗିଛି। ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମରେ ମନ୍ଦିରର ମୁଖ୍ୟ ପୂଜାରୀ ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟିଙ୍କ ଉପସ୍ଥିତିରେ ସେ ଏହି ମୁକୁଟ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking