ରାଉରକେଲା: ରାଉରକେଲା କୋଏଲନଜରରେ ଦୀପ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ଏକ ଦୁଇ ମହଲା କୋଠାରେ ଲାଜିଛି ନିଆଁ । ଘର ଭିତରୁ ମା ଓ ଛୁଆଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।