27.1 C
Bhubaneswar
Thursday, April 30, 2026
Homeଅପରାଧ୧୬ ବର୍ଷର ସ୍କୁଲ ଛାତ୍ରଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

୧୬ ବର୍ଷର ସ୍କୁଲ ଛାତ୍ରଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ। ୧୬ ବର୍ଷର ସ୍କୁଲ ଛାତ୍ରଙ୍କୁ ନିର୍ମମ ହତ୍ୟା। ପୁଲିସ ଇନଫର୍ମର ସନ୍ଦେହରେ ସ୍କୁଲ ଛାତ୍ରକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

ଛତିଶଗଡ ସୁକମା ଅଞ୍ଚଳ ପୁବର୍ତି ଗାଁର ସୋୟମ ଶଙ୍କରଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସ୍କୁଲରୁ ଘରକୁ ଫେରୁଥିଲେ ସୋୟମ। ଗତକାଲି ବଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୋୟମଙ୍କ ଦେହରେ ସ୍କୁଲ ୟୁନିଫର୍ମ ରହିଛି। ମାଓନେତା ହିଡମାଙ୍କ ନିଜ ଗାଁ ହଉଛି ପୁବର୍ତି। ଆଉ ସେହି ଗାଁର ଛାତ୍ରକୁ ନିର୍ମମ ଭାବେ ହତ୍ୟା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking