ନୂଆଦିଲ୍ଲୀ : ୟୁପିଆଇ ପେମେଣ୍ଟ କରିବା ଏବେ ଆହୁରି ସହଜ ହୋଇଗଲା । ଦୋକାନରେ ପେମେଣ୍ଟ କରିବା ପାଇଁ ପ୍ରତ୍ୟକଥର ଆପ ଖୋଲିବା, କ୍ୟୁଆର କୋଡ ସ୍କାନ କରିବା ତଥା ମୋବାଇଲରେ ଇଣ୍ଟରନେଟ କନେକସନ ଆସିବା ପାଇଁ ଅପେକ୍ଷା କରିବାକୁ ଆଉ ପଡିବ ନାହିଁ ।ଥରେ ଭାବନ୍ତୁତ କିଛି କିଣି ସାରି ଦୋକାନରେ ପେମେଣ୍ଟ କରିବା ସମୟରେ ଯଦି ଫୋନର ଇଣ୍ଟରନେଟ କାମନକରେ କିମ୍ୱା ଆପଣଙ୍କ ପାଖରେ କ୍ୟାସ ମଧ୍ୟ ନଥାଏ ତେବେ ଆପଣ କଣ କରିବେ ? କିନ୍ତୁ ବର୍ତ୍ତମାନ ଏହି ଅସୁବିଧାକୁ ଦୂର କରିବା ପାଇଁ ଭାରତୀୟ ଜାତୀୟ ପେମେଣ୍ଟ୍ସ କର୍ପୋରେସନ୍ ଦୁଇଟି ନୂଆ ନିୟମ ଲାଗୁକରିଛି । ଯାହା କି ଟଚଓ ଞବକ୍ଟ୍ର ବଦ୍ଭୟ ଚବଚ୍ଚ ତଥା ଗଚ୍ଚଟଚଓ ଭାବରେ ଆପରେ ସୋକରିବ ।ଞବକ୍ଟ୍ର ବଦ୍ଭୟ ଚବଚ୍ଚ ସାହାଯ୍ୟରେ ଏମଏଫସି ସୁବିଧା ଥିବା ଫୋନ୍କୁ ଚଙଝ ମେସିନ୍ରେ ଟ୍ୟାପ୍ କରି ସିଧାସଳଖ ପେମେଣ୍ଟ କରିହେବ । ଅନ୍ୟପକ୍ଷରେ, ଗଚ୍ଚଟଚଓର ଉଦ୍ଦେଶ୍ୟ ହେଉଛି ଟଚଓ ସହ ଜଡ଼ିତ ସୂଚନା ଓ ସେବାକୁ ଅଧିକ ସରଳ ଏବଂ ସୁବିଧାଜନକ କରିହେବ ।










