29.1 C
Bhubaneswar
Thursday, September 10, 2026
Homeଓଡିଶାବାଇକ୍‌ରେ ମଦ ଚାଲାଣ: ବ୍ୟବସାୟୀ ଗିରଫ

ବାଇକ୍‌ରେ ମଦ ଚାଲାଣ: ବ୍ୟବସାୟୀ ଗିରଫ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ ବିଭିନ୍ନ ଛକରେ ଥିବା ଦୋକାନକୁ ଚାଲାଣ କରିଥିଲା ବେଳେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ନରେଶ ସାହୁଙ୍କ ନିର୍ଦ୍ଦେଶରେ ଜଗରୀଜୋର୍‌ ହାଟ ବଜାରରୁ ମଙ୍ଗଳବାର ଜବତ କରାଯାଇଛି। ଜଣେ ଯୁବକଙ୍କଠାରୁ ୪୫ ଲିଟର ବିଦେଶୀ ମଦ ସହ ବାଇକ୍‌ ଜବତ କରି ପୋଲିସ ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଯୁବ ବ୍ୟବସାୟୀ ହେଲେ ଷାଠିଏବାଟି ଗ୍ରାମର ବୁଲୁ ତରେଇ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking