31.1 C
Bhubaneswar
Thursday, September 3, 2026
Homeଓଡିଶାଦାମୀଗାଡ଼ିରେ ଦେଶୀ ମଦ କାରବାର

ଦାମୀଗାଡ଼ିରେ ଦେଶୀ ମଦ କାରବାର

ଭୁବନେଶ୍ୱର: ଦାମୀଗାଡ଼ିରେ ଦେଶୀ ମଦ କାରବାର । ଥାର, ସ୍କର୍ପିଓ, ସାଣ୍ଟ୍ରୋ, ୱାଗନରରେ ହେଉଥିଲା ଦେଶୀ ମଦ ଚାଲାଣ। ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବନ୍ଧୁକ ଜବତ କରିଛି ଅବକାରୀ ବିଭାଗ।କାରକୁ ଏସକର୍ଟ କରୁଥିବା ବୁଲେଟ ଓ ଦୁଇ ବାଇକ ବି ଜବତ କରାଯାଇଛି। ଫେକ ନମ୍ବର ପ୍ଲେଟ ଲଗାଇ, ମଦ ଚାଲାଣ କରୁଥିଲା ମାଫିଆ। ମଦ ତିଆରି ମେସିନ, ଦେଶୀ ମଦ, ବୋତଲ ସହ ନକଲି ଜିନିଷ ଜବତ ହୋଇଛି। ରାଜଧାନୀରେ ଚୋରା ମଦ ରକେଟ ଠାବ ହୋଇଛି। ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking