32.1 C
Bhubaneswar
Thursday, September 3, 2026
Homeଦେଶ ବିଦେଶଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ପୁଣି ଲକ୍ଷନୌ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ । ଗୁରୁବାର ସକାଳେ ବିମାର ପଛ କାରଗୋ ବଗିରେ ଧୂଆଁ ବାହାରୁଥିବାର ସନ୍ଦେହ ହେବାରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଲକ୍ଷନୌ ବିମାନବନ୍ଦରରେ ଅବତରଣ କରିଥିଲା । ପରେ ବିମାନଟି ନିଜ ଷ୍ଟାଣ୍ଡରେ ରହି ସେଠାରୁ ସୁରକ୍ଷିତ ଭାବେ ଯାତ୍ରୀ ଓହ୍ଲାଇଥିଲେ । ବିମାନରେ ୧୫୫ ଜଣ ଯାତ୍ରୀଙ୍କ ସହ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି । କୌଣସି ଆହତ ହୋଇନଥିବା ରିପୋର୍ଟ ବର୍ତ୍ତମାନ ଯାଏଁ ଚିହ୍ନଟ ହୋଇନାହିଁ । ସୂଚନାଥାଉକି, ଅଗଷ୍ଟ ୧୬ ତାରିଖରେ ଉତ୍ତର ପ୍ରଦେଶର ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଧ୍ୟତାମୂଳକ ଅସ୍ତ୍ରଶସ୍ତ୍ର ଯାଞ୍ଚ ସମୟରେ ଜଣେ ଯାତ୍ରୀଙ୍କ ପିସ୍ତଲ ଭୁଲବଶତଃ ଖସିଯିବାରୁ ଅତି କମରେ ଦୁଇ ଜଣ ଆହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking