26.1 C
Bhubaneswar
Sunday, August 30, 2026
Homeଓଡିଶାସାତଭାୟାରେ କୂଳ ଲଂଘିଲା ସମୁଦ୍ର

ସାତଭାୟାରେ କୂଳ ଲଂଘିଲା ସମୁଦ୍ର

ସମୁଦ୍ର ଗର୍ଭରେ ଲୀନ ହେଲା ସାତଭାୟାର ଶେଷ ସନ୍ତକ । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସି ସାତଭାୟାର ମା ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିରକୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଛି । ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟାର ସାତଟି ଗାଁ ଙ୍କୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଥିଲା । ସରକାର ସାତଭାୟା ବାସୀଙ୍କୁ ଗୁପ୍ତି ବଗପାଟିଆ ଠାରେ ଥଇଥାନ କରିବା ସହିତ ସାତଭାୟାର ଆରାଧ୍ୟା ଦେବୀ ମା ପଞ୍ଚୁବରାହୀ ଙ୍କୁ ମଧ୍ୟ ନୂତନ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା । ସାତଭାୟାର ଶେଷ ସନ୍ତକ ଭାବେ ମା ଙ୍କ ପୁରୁଣା ମନ୍ଦିର ସମୁଦ୍ର କୂଳରେ ଥିଲା । ତାହା ଆଜି ସମୁଦ୍ର ର କରାଳ ଗର୍ଭରେ ଲୀନ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking