29.1 C
Bhubaneswar
Saturday, August 15, 2026
Homeଓଡିଶାବାଣ ଗୋଦାମରେ ଅଗ୍ନିକାଣ୍ଡ: ବୃଦ୍ଧ ମୃତ

ବାଣ ଗୋଦାମରେ ଅଗ୍ନିକାଣ୍ଡ: ବୃଦ୍ଧ ମୃତ

ଭଦ୍ରକ: ବାଣ ତିଆରି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପରମାନନ୍ଦପୁର ବାଣ ଗୋଦାମରେ ଅଘଟଣ। ବିଳମ୍ବିତ ରାତିରେ କୌଣସି କାରଣରୁ ଗୋଦାମରେ ନିଆଁ ଲାଗିଥିଲା। ଗୋଦାମରେ କାମ କରୁଥିବା ବାଣ ମିସ୍ତ୍ରୀ ଭାଗିରଥୀ ପାତ୍ରଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ଚାନ୍ଦବାଲି ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking