33.1 C
Bhubaneswar
Saturday, May 30, 2026
Homeଓଡିଶାଝାରସୁଗୁଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଣ୍ଟର

ଝାରସୁଗୁଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଣ୍ଟର

ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ପକ୍ଷରୁ ପୁଣି ଏନକାଉଣ୍ଟର। ରେଙ୍ଗାଲି ଥାନା କଦମଘାଟ ନିକଟରେ ଡକାୟତ ଦଳକୁ ପିଛା ବେଳେ ଗୁଳିମାଡ଼। ଡକାୟତ ଦଳର ଜଣେ ଆହତ ସୂଚନା। ଆହତ ଅଭିଯୁକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଅଭିଯୁକ୍ତ ବ୍ରଜରାଜନଗର ଥାନା ଗାନ୍ଧୀ ଛକ ଅଞ୍ଚଳର ଜୟ ଚୌହାନ। ଅଭିଯୁକ୍ତ ନାଆଁରେ କେବଳ ଓଡ଼ିଶାରେ ନୁହେଁ, ବରଂ ପଡ଼ୋଶୀ ଛତିଶଗଡ଼ରେ ବି ଅନେକ ଅପରାଧିକ ମାମଲା ରହିଛି। ତା ନାମରେ ୧୩ଟି ଅପରାଧିକ ମାମଲା ରହିଥିବା ଜଣାଯାଇଛି। ତେବେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନର ସହଯୋଗୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking