32.9 C
Bhubaneswar
Friday, April 10, 2026
Homeଓଡିଶାଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସଲେସ ଚିକିତ୍ସା

ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସଲେସ ଚିକିତ୍ସା

ଭୁବନେଶ୍ୱର: ଏଣିକି ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସଲେସ ଚିକିତ୍ସା । ପ୍ରଧାନମନ୍ତ୍ରୀ ରାହତ ଯୋଜନା ମାଧ୍ୟମରେ ମିଳିବ ମାଗଣା ଚିକିତ୍ସା । କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଏସପି, ଡିସିପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ଦେଢ ଲକ୍ଷ ପର୍ଯ୍ୟନ୍ତ କ୍ୟାସଲେସ ଚିକିତ୍ସା କରାଯିବ । କ୍ୟାସଲେସ ଚିକିତ୍ସାରେ ଦୁରଘଟଣା ପରଠୁ ୭ ଦିନ ଯାଏଁ ସୁବିଧା ମିଳିବ । ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆହତ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ । ଜିଲ୍ଲାରେ ଜଣେ ଡିୱାଇଏସପି ପାହ୍ୟାର ଅଧିକାରୀ ନୋଡାଲ ଅଫିସର ଭାବେ ନିଯୁକ୍ତି ହେବେ । ଜାଲିଆତି ରୋକିବା ପାଇଁ ସିସିଟିଭି ଓ ଟୋଲ ତଥ୍ୟର ସହାୟତା ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking