35.1 C
Bhubaneswar
Thursday, March 5, 2026
Homeଓଡିଶାନାମାଙ୍କନ ଭରିଲେ ଡାକ୍ତର ଦତ୍ତେଶ୍ୱର ହୋତା

ନାମାଙ୍କନ ଭରିଲେ ଡାକ୍ତର ଦତ୍ତେଶ୍ୱର ହୋତା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଡାକ୍ତର ଦତ୍ତେଶ୍ୱର ହୋତା । କମନ କ୍ୟାଣ୍ଡିଡେଟ ପ୍ରାର୍ଥୀ ବା ଚତୁର୍ଥ ସିଟ ପାଇଁ ବିଜେଡି ଦତ୍ତେଶ୍ୱର ହୋତାଙ୍କୁ ଘୋଷଣା କରିଥିଲା । ଉଭୟ ବିଜେଡି ଓ କଂଗ୍ରେସ ହୋତାଙ୍କୁ ସମର୍ଥନ କରିବେ । ଅନ୍ୟପଟେ ଦିଲ୍ଲୀପ ରାୟ ସ୍ୱାଧୀନ ଭାବେ ବିଜେପି ପକ୍ଷରୁ ନାମାଙ୍କନ ଭରିବାକୁ ଯାଉଛନ୍ତି । ଏପରି ସ୍ଥିତିରେ ରାଜନୀତିର ସମୀକରଣ ଓଲଟ ପାଲଟ ହେବାର ଜଣାପଡୁଛି । ଯାହା ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ଯିବାକୁ ସମ୍ଭବ ହେବ ନାହିଁ । ଏଠି ସବୁଠୁ ବଡ ରୋଚକ କଥା ଯେ, ଚତୁର୍ଥ ସିଟ ହାତେଇବ କିଏ, ଦତ୍ତେଶ୍ୱର ନା ଦିଲ୍ଲୀପ । ଏହି ରାଜନୀତିରେ ଘୋଡାବେପାର ବା କ୍ରସ ଭୋଟିଂ ହେବ ନା ନିରପେକ୍ଷ ନିର୍ବାଚନ ହେବ ତାହା ପ୍ରଶ୍ନବାଚୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking