34.1 C
Bhubaneswar
Wednesday, March 4, 2026
Homeଓଡିଶାରାଜନୀତିର ରଙ୍ଗ ଭଲ: ମନମୋହନ

ରାଜନୀତିର ରଙ୍ଗ ଭଲ: ମନମୋହନ

ଭୁବନେଶ୍ୱର: ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି । ଏଭଳି କିଛି ହୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡିଶା ସମୃଦ୍ଧ ହେଉ, ଏକ ନମ୍ବର ହେଉ । ବିକଶିତ ଭାରତରେ ଓଡିଶାର ବଡ ଯୋଗଦାନ ରହୁ । ହୋଲି ପରେ ଯେତେବେଳେ ରାଜନୀତି ହେବ ସେ କଥା ଅଲଗା । ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି, ଭଲ କରିପାରିଲେ ଭଲ । ଆମେ ଯାହାକୁ ସମର୍ଥନ ହେଉ, ପୂର୍ଣ୍ଣମାତ୍ରାରେ ସମର୍ଥନ ହୋଇଥାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking