30.1 C
Bhubaneswar
Tuesday, February 24, 2026
Homeଓଡିଶାପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ

ଯାଜପୁର: ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ । ଯାଜପୁର ଧର୍ମଶାଳା ପନ୍ତୁରୀ ଠାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ତହସିଲ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ପାଚେରୀ ଭଙ୍ଗାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସମୁଦାୟ ୧୨ ଏକର ୮୮ ଡେସିମିଲ ଜମିରେ ପାଚେରୀ କରାଯାଇଥିବାବେଳେ ସେଥିରୁ ୧ ଏକର ୧୦ ଡେସିମିଲ ଜମି ଜବରଦଖଲ କରିଥିଲେ । ତା ଭିତରେ ଛେଳି ଫାର୍ମ ରହିଛି ଜବର ଦଖଲ ଜାଗାରେ ଥିବା ପାଚେରୀ କାନ୍ଥ ସମେତ କିଛି ଘର ଉଚ୍ଛେଦ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking