32.1 C
Bhubaneswar
Saturday, February 14, 2026
Homeଓଡିଶାଦୋମୁହାଁ ନୀତି ଚଳିବ ନାହିଁ: ବିଜେଡି

ଦୋମୁହାଁ ନୀତି ଚଳିବ ନାହିଁ: ବିଜେଡି

ଭୁବନେଶ୍ୱର: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇଲା ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ୨୦୧୪ରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା କଥା କହୁଥିଲେ । ଦୋମୁହାଁ ନୀତି ଚଳିବ ନାହିଁ । ଓଡିଶାକୁ କିଛି ତ ଦିଅନ୍ତୁ । ଇଣ୍ଡଷ୍ଟ୍ରିଆଲ କିମ୍ବା ହାଇସ୍ପିଡ ରେଳ କରିଡର ହେଉ । ବଜେଟରେ ଓଡିଶା ପାଇଁ କିଛି ନାହିଁ । ରାଜ୍ୟରେ ଡବଲ ଇଞ୍ଜିନ ସରକାର । ଦୁଇ ବର୍ଷରେ ଓଡିଶା କଣ ପାଇଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking