31.1 C
Bhubaneswar
Friday, February 6, 2026
Homeଓଡିଶା୪ ମାଓବାଦୀଙ୍କ ଆତ୍ମସମର୍ପଣ

୪ ମାଓବାଦୀଙ୍କ ଆତ୍ମସମର୍ପଣ

କନ୍ଧମାଳ: ୪ ମାଓବାଦୀଙ୍କ ଆତ୍ମସମର୍ପଣ । କନ୍ଧମାଳ ପୋଲିସ ନିକଟରେ ୪ ମାଓବାଦୀ ଆତ୍‌ମସମର୍ପଣ କରିଛନ୍ତି । କେକେବିଏନ୍ ଡିଭିଜନର ୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବନ୍ଧୁକ, ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ସମ୍ବାଦିକ ସମ୍ମଳନୀ କରି ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ନୀତି ଶେଖର । ସୂଚନାଯୋଗ୍ୟ, ନିକଟରେ କ୍ୟାଡର ମାଓବାଦୀ ସୁରାମ ମାଡ଼କାମ ସଏଲଆର ଓ ବିପୁଳ ମାଓ ସାମଗ୍ରୀ ସହ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା ଏବଂ ଝାଡଖଣ୍ଡ ଛୋଟନଗର ଅଞ୍ଚଳର ମାଓବାଦୀ ‘ପ୍ରଭୁ’ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଏହି ଆତ୍ମସମର୍ପଣ କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦକୁ ସମ୍ପୂର୍ଣ୍ଣ ଭାବରେ ହଟାଇବା ଲକ୍ଷ୍ୟ ଦିଗରେ ଆଉ ଏକ ସଫଳତା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking