25.1 C
Bhubaneswar
Sunday, October 25, 2026
Homeଦେଶ ବିଦେଶଆଇଏଏଫ୍ ବିମାନ ଦୁର୍ଘଟଣାଗ୍ରସ୍ତ

ଆଇଏଏଫ୍ ବିମାନ ଦୁର୍ଘଟଣାଗ୍ରସ୍ତ

ଉତ୍ତର ପ୍ରଦେଶ: ପ୍ରୟାଗରାଜରେ ଆଇଏଏଫ୍‌ର ଏକ ବିମାନ ଦୁର୍ଘଟଣାଗ୍ରସ୍ତ। ଟ୍ରେନିଂ ବେଳେ ବିମାନଟି ହଠାତ୍ ଦିଗ ପରିବର୍ତ୍ତନ କରି ସହର ମଧ୍ୟଭାଗରେ ଥିବା ଏକ ପୋଖରୀରେ ଖସି ପଡ଼ିଥିଲା । ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ସୂତ୍ର ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ ତିନି ଜଣ ପାରାଚୁଟ୍ ସାହାଯ୍ୟରେ ବିମାନରୁ ଡେଇଁ ପୋଖରୀରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ବିମାନକୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏୟାରଲିଫ୍ଟ ପାଇଁ ଚାଲିଛି ଅପରେସନ୍। ଏକ ସେନା ହେଲିକପ୍ଟର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking