17.1 C
Bhubaneswar
Tuesday, February 3, 2026
Homeଓଡିଶା୨ ବର୍ଷରେ ୧୨୫୨ ବନ୍ଧୁକ କାରବାର

୨ ବର୍ଷରେ ୧୨୫୨ ବନ୍ଧୁକ କାରବାର

ଭୁବନେଶ୍ୱର: ୨ ବର୍ଷରେ ୧୨୫୨ ବନ୍ଧୁକ କାରବାର ମାମଲାରେ ୧୬୯୫ ଗିରଫ ହୋଇଛନ୍ତି । ୨୦୨୩ରେ ୬୨୨ ମାମଲାରେ ୮୭୮ ଜଣ ଗିରଫ ହୋଇଛନ୍ତି । ୨୦୨୪ରେ ୬୩୦ ମାମଲାରେ ୮୧୬ ଜଣ ଗିରଫ ହୋଇଛନ୍ତି । ୨୦୨୪ରେ ସର୍ବାଧିକ ମୟୂରଭଞ୍ଜରେ ୮୮, ଭୁବନେଶ୍ୱରରେ ୬୫ ଜଣ ଗିରଫ ହୋଇଛନ୍ତି । ବାଲେଶ୍ୱରରେ ୪୭ଟି ବନ୍ଧୁକ କାରବାର ମାମଲା ରୁଜୁ ହୋଇଛି । ଏନେଇ ଗୃହରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking