18.1 C
Bhubaneswar
Wednesday, February 4, 2026
Homeଓଡିଶାରାଉରକେଲାରେ ପାରଦ ୭ ଡିଗ୍ରୀ

ରାଉରକେଲାରେ ପାରଦ ୭ ଡିଗ୍ରୀ

ଭୁବନେଶ୍ୱର: ରାଉରକେଲା ଏବଂ ଝାରୁଗୁଡାରେ ୭ ଡିଗ୍ରୀ ଛୁଇଁଲା ପାରଦ । ରାଉରକେଲାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୨ ଡିଗ୍ରୀ ଥିଲା । ଝାରସୁଗୁଡାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହି ସମୟରେ କେନ୍ଦୁଝରରେ ୯.୬ ଡିଗ୍ରୀ, ଭୁବନେଶ୍ୱରରେ ୧୧.୯ ଡିଗ୍ରୀ ଓ ପୁରୀରେ ୧୬.୬ ଡିଗ୍ରୀ ତାପମାତ୍ରା ରେକର୍ଡର୍ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking