ଭୁବନେଶ୍ୱର: ରାଜ୍ୟରେ ପେଶା ଆଇନକୁ କାର୍ଯ୍ୟକାରୀ କରିବାକୁ ଶୂନ୍ୟକାଳରେ ଦାବି । ଏନେଇ ଦାବି କରିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କାଡାମ କହିଛନ୍ତି, ଆଦିବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର । ୧୭ ମାସ ହେଲା ସରକାରକୁ ଆସିଲେଣି , ପେସା ଆଇନକୁ ଲାଗୁ କଲେନି । ଆଦିବାସୀଙ୍କୁ ଜଳ, ଜଙ୍ଗଲ ଓ ମାଟିର ଅଧିକାର ଦିଆଯାଉ ନାହିଁ ।










