ଯାଜପୁର: ଓ଼ଡିଶା ରାଜନୀତି ରେ ପଚଣ୍ଡ ପ୍ରତିଭା ନେତା ସମଗ୍ର ଓଡିଶା ରେ ପରିଚିତ ଓ ରାଜ୍ୟ ର ଅର୍ଥ କୂ ଶଙ୍କଟ ମୁକ୍ତ କରି ଓଡିଶା କୁ ବଳକା ରାଜ୍ୟ ରେ ପରିଣତ କରି ଥିବା ନେତା ଡ଼ ପ୍ରଫୁଲ୍ଲ ବାବୁ ଙ୍କ ଆଜି ଜନ୍ମଦିନ ଥିଲାସେ କୋରେଇ ରୁ ରାଜନୀତି ଜୀବନ ଆରମ୍ଭ କରି ସୁକିନ୍ଦା ରେ ଲଗାତରଭବ ରେ ନିର୍ବାଚିତ ହୋଇ ଶିକ୍ଷା ସ୍ୱlସ୍ଥ ଶିକ୍ଷା ଓ ଅର୍ଥ ପରି ଗୁରୁତ୍ୱ ପୃନ୍ନ ବିଭାଗ ରେ ମନ୍ତ୍ରୀ ରୂପେ ସୁ ପରିଚାଳନା କରି ବିଭିନ୍ନ ଗୁରୁତ୍ୱ ପୃନ୍ନ ନିଷ୍ପତ୍ତି ନେବା ସଂଗେ ରାଜ୍ୟ ର ଵିକାଶ ଧରା କୁ ତ୍ୱରାନ୍ୱିତ କରିବା ଅଗ୍ର ନି ଭୂମିକା ତୁଲାଇ ଥିଲେ ବୋଲି ଶୁବେଛୁ ମାନେ ମତ ପ୍ରକାଶ କରି ଥିଲେ ଜନସେବାରେ ନିଜକୁ ଉତ୍ସର୍ଗ କରିଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ 85 ବର୍ଷରେ ପଦାର୍ପଣ କଲେ l ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଆଜି ଜନ୍ମ ଦିନ l ଆଜି ୮୫ ତମ ଜନ୍ମ ଦିବସ ଅବସରରେ,ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଧବଳଗିରି ସ୍ଥିତ ଵାସ ଭବନରେ ସୁକିନ୍ଦା ତଥା କୋରେଇ ଅଞ୍ଚଳର ହଜାର ଲୋକ ଜନ ସାଧାରଣ ପହଁଚି ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି l ଏଥିରେ ସୁକିନ୍ଦାର ମହିଳା ଓ ଯୁବକ ମାନଙ୍କ ସହିତ ମିଶି କେକ କାଟି ବହୁତ ଆଡମ୍ବର ସହିତ ପାଳନ କଲେ, ସେ ସାରା ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଏକ ଅଲୌକିକ ଚେହେରା, ଆଜି ଏଇ ଶୁଭଦିନରେ ତାଙ୍କ ବସଭବନକୁ ଶୁଭେଛୁର ସୁଅ ଛୁଟୁଛି l ଶ୍ରୀ ଘଡେଇ ତାଙ୍କ ସୁ ପୁତ୍ର ପୂର୍ବ ତନ ମନ୍ତ୍ରୀ ଶୁବେଛୁ ମାନଙ୍କୁ ଅଭିନନ୍ଦନ ଜଣାଇ ଥିଲେ l










