19.1 C
Bhubaneswar
Friday, December 5, 2025
Homeଓଡିଶାବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

କଟକ: ଆରମ୍ଭ ହେଲା ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । ଘଣ୍ଟାଏ ବିଳମ୍ବରେ ଖୋଲିଲା କାଉଣ୍ଟର ।  ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ କାଉଣ୍ଟରରେ ଅସମ୍ଭାଳ ଭିଡ ଦେଖାଦେଇଛି ।  ରାଜ୍ୟ ତଥା  ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି ଦେଖାଦେଇଛି ।  ସ୍ପେଶାଲ କାଉଣ୍ଟରରେ ଟିକେଟ କାଟିବେ ମହିଳା । ୬ଟି କାଉଣ୍ଟରରେ ୧୦ ହଜାର ଟିକ୍ଟ ବିକ୍ରି  କରାଯିବ ।  ଏବେଠୁ ଆରମ୍ଭ ହୋଇ ୪ଟା ଯାଏଁ  ଚାଲିବ । ଭିଡକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଲୁହା ବାରିକେଡ କରାଯାଇଛି ।  ଜଣକ ପିଛା ଦୁଇଟି ଟିକେଟ ନେଇପାରିବେ ।  ଦର୍ଶକ ଧାଡିରେ ଆସି ନିଜର ପରିଚୟ ପତ୍ର ଦେଖାଇ ଦୁଇଟି ଟିକ୍ଟ କିଣିପାରିବେ ।  ଆସନ୍ତା ୯ ତାରିଖରେ  ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ ହେବାକୁ ଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking