ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ବିଜେଡିର ମୁଲତବୀ ନୋଟିସ । ଶୂନ୍ୟକାଳରେ ବିଜୁ ଜନତା ଦଳ ପକ୍ଷରୁ ମୁଲତବୀ ନୋଟିସ ଦିଆଯାଇଛି । ଇ- କେୱାଇସି ସର୍ଭେ ନାଁରେ ରାସନ କାର୍ଡ କଟାଯାଉଥିବା ଅଭିଯୋଗ ହଇଛି । ହିତାଧିକାରୀ ହଇରାଣ ହରକତ ହେଉଥିବା ବିଜେଡିର ଅଭିଯୋଗ ହୋଇଛି । ଆଜି ମହିଳା ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ ବିଭାଗର ପ୍ରଶ୍ନକାଳ ରହିଛି । ତୃତୀୟ ଦିନରେ ସରଗରମ ହୋଇପାରେ ଗୃହ ।










