28.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶତେଜସ୍ୱୀ ଯାଦବ ଆରଜେଡି ବିଧାୟକ ଦଳ ନେତା

ତେଜସ୍ୱୀ ଯାଦବ ଆରଜେଡି ବିଧାୟକ ଦଳ ନେତା

ବିହାର: ତେଜସ୍ୱୀ ଯାଦବ ଆରଜେଡି ବିଧାୟକ ଦଳ ନେତା। ତେଜସ୍ୱୀ ଯାଦବଙ୍କ ବାସଭବନରେ ଆରଜେଡି ନେତାଙ୍କ ବୈଠକ ଶେଷ ହୋଇଛି। ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ ସମସ୍ତ ଆରଜେଡି ବିଧାୟକ ତେଜସ୍ୱୀଙ୍କ ଘରେ ସମୀକ୍ଷା ବୈଠକ ଥିଲାଏହି ବୈଠକରେ ତେଜସ୍ୱୀ ଯାଦବ ବିରୋଧୀ ଦଳ ନେତା ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବୈଠକରେ ବିଜୟୀ ଏବଂ ପରାଜୟ ନେତା ଉଭୟ ସାମିଲ ଥିଲେ। ଅନ୍ୟପଟେ, ପ୍ରଶାନ୍ତ କିଶୋର ଆସନ୍ତାକାଲି (୧୮ ନଭେମ୍ବର, ୨୦୨୫) ବିହାର ବିଧାନସଭା ନିର୍ବାଚନର ଫଳାଫଳ ଏବଂ ବିହାରରେ ଜନ ସୂରଜର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀ ସକାଳ ୧୧:୩୦ ରେ ସ୍ଥିର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking