21.1 C
Bhubaneswar
Saturday, February 7, 2026
Homeଓଡିଶାଖୁବଶୀଘ୍ର ବୋର୍ଡ ନିଗମ ନିଯୁକ୍ତି: ବିଜୟପାଲ

ଖୁବଶୀଘ୍ର ବୋର୍ଡ ନିଗମ ନିଯୁକ୍ତି: ବିଜୟପାଲ

ଭୁବନେଶ୍ୱର: ଖୁବଶୀଘ୍ର ବୋର୍ଡ ନିଗମ ନିଯୁକ୍ତି କହିଲେ ପ୍ରଭାରୀ  ବିଜୟ ପାଲ ସିଂ ତୋମାର ।  ବିଜେପି ତିଆରି କରି ସାରିଛି  ତାଲିକା, କେନ୍ଦ୍ର ମଞ୍ଜୁରୀକୁ ଅପେକ୍ଷା । ଏବେ  ହେବାର ନାହିଁ  ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ରାଜ୍ୟ ସରକାରଙ୍କ ୧୬ ମାସର କାର୍ଯ୍ୟରୁ  ନୂଆପଡାରେ ଏକତରଫା ବିଜୟ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ପଦାଧିକାରୀ ବୈଠକ ଆରମ୍ଭ ହୋଇଥିଲା । ମନମୋହନ ସାମଲଙ୍କ  ନୂଆ ଟିମର ପ୍ରଥମ ପଦାଧିକାରୀ ବୈଠକ । ଆଗାମୀ ରଣନୀତି ଓ ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking