24.1 C
Bhubaneswar
Sunday, December 7, 2025
Homeଓଡିଶାବିଧାନସଭାକୁ ଆସିପାରନ୍ତି ରାଷ୍ଟ୍ରପତି: ମନ୍ତ୍ରୀ

ବିଧାନସଭାକୁ ଆସିପାରନ୍ତି ରାଷ୍ଟ୍ରପତି: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନକୁ ଆସିପାରନ୍ତି ରାଷ୍ଟ୍ରପତି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟପଟେ, ନଭେମ୍ବର ୨୭ ତାରିଖରେ ବିଧାନସଭାର ଶୀତକାଳୀନ ଅଧିବଶନ ଆରମ୍ଭ ହୋଇପାରୋ ଅତିରିକ୍ତ ବଜେଟ ଉପସ୍ଥାପିତ ହେବା ସମ୍ଭାବନା ରହିଛି । ନୂଆପଡା ଉପନିର୍ବାଚନ ଫଳାଫଳ ଆସିବା ପରେ ବିଧାନସଭା ବସିପାରୋ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶସରଗରମ ହୋଇପାରେ ବିଧାନସଭା ଅଧିବେଶନ । ନୂଆପଡା ଉପନିର୍ବାର ଫଳାଫଳ ନଭେମ୍ବର ୧୪ରେ ପ୍ରକାଶ ପାଇବ । ଫଳାଫଳ ପ୍ରକାଶ ପାଇବାର କିଛି ଦିନ ପରେ ବିଧାନସଭା ଶୀତକାଳିନ ଅଧିବେଶନ । ଅନେକ ଗୁଡିଏ ପ୍ରସଙ୍ଗକୁ ନେଇ ହୋଇପାରେ ଆଲୋଚନା । ଶାସକ ଦଳକୁ ଘେରିବା ପାଇଁ  ବିରୋଧୀ ଯୋଜନା ପ୍ରସ୍ତୁତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking