15.1 C
Bhubaneswar
Monday, December 8, 2025
Homeଓଡିଶାଟ୍ରେନ୍‌ରେ ସ୍କୁଲ ବ୍ୟାଗ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ

ଟ୍ରେନ୍‌ରେ ସ୍କୁଲ ବ୍ୟାଗ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ

ରାଉରକେଲା: ଗଞ୍ଜେଇ ଚାଲାଣକାରୀଙ୍କ ହବ୍ ପାଲଟିଛି ରାଉରକେଲା ରେଳ ଷ୍ଟେସନ । ଆରପିଏଫ, ପାର୍ସଲ କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା କରି ରାଉରକେଲାରୁ ଟ୍ରେନ୍ ଯୋଗେ ଦିଲ୍ଲୀ, ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟକୁ ଚାଲାଣ ହେଉଛି ଗଞ୍ଜେଇ । ସମ୍ବଲପୁର- ଜମ୍ମୁତାୱି ଏକ୍ସପ୍ରେସ୍ ଟ୍ରେନ୍‌ରେ ଏକ ପାର୍ସଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଦୁଇଟି ପ୍ଲାଷ୍ଟିକ୍ ବସ୍ତାରେ ୬୪ଟି ସ୍କୁଲ ବ୍ୟାଗରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରିଛି ଆରପିଏଫ୍ । ଜବତ ଗଞ୍ଜେଇର ମୁଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking