28.6 C
Bhubaneswar
Saturday, April 11, 2026
Homeଓଡିଶାବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’

ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’

ଭୁବନେଶ୍ୱର: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି  ଭୀଷଣ ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି ।  ମଛଲିପଟନମ ଠାରୁ ୧୪୦, କାକିନଡା ଠାରୁ ୨୪୦ କିମି ଦୂରରେ ରହିଛି ।  ଗୋପାଳପୁର ଠାରୁ ୫୩୦ କିମି ଦୂରରେ ମୋନ୍ଥା ରହିଛି । ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ମୋନ୍ଥା ।  ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ମୋନ୍ଥା ।  ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking