32.1 C
Bhubaneswar
Thursday, April 2, 2026
Homeଓଡିଶାଓଡିଶାରେ ପହଞ୍ଚିଲା ବେଳେ ଦୁର୍ବଳ: ମୃତ୍ୟୁଞ୍ଜୟ

ଓଡିଶାରେ ପହଞ୍ଚିଲା ବେଳେ ଦୁର୍ବଳ: ମୃତ୍ୟୁଞ୍ଜୟ

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ । ଏନେଇ ଏଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ । ଦକ୍ଷିଣ ଓଡିଶା ଦେଇ ଛତିଶଗଡ ମୁହାଁ ହେବ ବାତ୍ୟା । ମାଲକାନଗିରି, ଗଞ୍ଜାମ, ଗଜପତି,  ରାୟଗଡାରେ ପ୍ରଭାବ ପଡିବ । କନ୍ଧମାଳ , କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡିବ । ଓଡିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ ବହିବ । ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking