16.1 C
Bhubaneswar
Sunday, December 7, 2025
Homeଓଡିଶାସିରିଜ ଦୁର୍ଘଟଣା: ଜଣେ ମୃତ

ସିରିଜ ଦୁର୍ଘଟଣା: ଜଣେ ମୃତ

ଆସିକା: ବରଡାଲିରୁ ସାମ୍ନାକୁ ଆସିଛି ଏକ ସିରିଜ ଦୁର୍ଘଟଣାର ଖବର । ଦୁଇ ବାଇକ୍ ଚାଳକଙ୍କୁ ଧକ୍କା ଦେଲା କାର୍ । ଧକ୍କା ଦେବା ପରେ କାର୍‌ଟି ପଳାୟନ ବେଳେ ଜଣେ ବାଟୋଇଙ୍କୁ ବି ଧକ୍କା ଦେଇଥିବା ସୂଚନା ମିଳିଛି । ସୋରଡା ଲାଠିପଡାରେ ବି ଜଣକୁ କାର୍ ଧକ୍କା ଦେଇଛି । କାର୍ ଚାଳକଙ୍କୁ ଧରି ନିସ୍ତୁକମାଡ ମାରିଲେ ସ୍ଥାନୀୟ ଲୋକେ । ଏହି ସିରିଜ୍ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking