33.1 C
Bhubaneswar
Wednesday, March 25, 2026
Homeଓଡିଶାନଦୀ ଟାପୁରେ ଫସିଛନ୍ତି ୩୦ଟିକିଆ ହାତୀପଲ

ନଦୀ ଟାପୁରେ ଫସିଛନ୍ତି ୩୦ଟିକିଆ ହାତୀପଲ

କେନ୍ଦୁଝର:  କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଟାପୁରେ ଅଟକି ରହିଛନ୍ତି ୩୦ଟିକିଆ ହାତୀପଲ । ନଦୀ ପାର୍ ହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି ହାତୀ । ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ୍ ୩ ଧାରିଆ ନିକଟରେ ଅଟକି ରହିଛନ୍ତି ଏହି ହାତୀପଲ । ପାଟଣା ରେଞ୍ଜ ଅଞ୍ଚଳରୁ କରଞ୍ଜିଆ ରେଞ୍ଜକୁ ନଦୀ ପାର୍ ହେଉଥିବାବେଳେ ଫସିଯାଇଥିଲେ ହାତୀ। ସମ୍ଭବତଃ ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଯୋଗୁଁ ନଦୀ ପାର୍ ହୋଇ ପାରୁନାହାନ୍ତି ହାତୀପଲ। ହାତୀପଲଙ୍କ ଉପରେ ବନ ବିଭାଗ କଡା ନଜର ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking