24.1 C
Bhubaneswar
Sunday, December 7, 2025
Homeଓଡିଶାନଦୀରେ ଭାସି ପୁଣି ଜଣେ ଯୁବକ ନିଖୋଜ

ନଦୀରେ ଭାସି ପୁଣି ଜଣେ ଯୁବକ ନିଖୋଜ

ରାୟଗଡ଼ା: ରାୟଗଡ଼ା ସଦର ବ୍ଲକ ଗୁରୁମଗୁଡା ଗ୍ରାମରେ ଜଣେ ଯୁବକ ନାଗାବଳି ନଦୀରେ ଭାସି ନିଖୋଜ ହୋଇଯାଇଥିବା ଜଣାପଡିଛି ।ରାୟଗଡ଼ା  ସହର ନିକଟସ୍ଥ ଗୁରୁମଗୁଡା ଗ୍ରାମର ସିନୁ ଗତକାଲି ସନ୍ଧ୍ୟାରେ ନଦୀକୁ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ । ଏନେଇ ଗ୍ରାମବାସୀ ସୂଚନା ପାଇଲା ପରେ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଅନ୍ଧାର ଯୋଗୁଁ ଅଗ୍ନିଶମ ବିଭାଗ ସିନୁଙ୍କୁ ଠାବ କରି ପାରିନଥିଲା ସୂଚନାରୁ ଜଣାପଡିଛି ଏଯାଏଁ ସିନୁଙ୍କ ପତ୍ତା ମିଳି ପାରିନାହିଁ । ରାୟଗଡ଼ା ପୁଲିସ ଏନେଇ ତଦନ୍ତ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking