17.1 C
Bhubaneswar
Friday, February 13, 2026
Homeଓଡିଶାକଟକରେ ଶାନ୍ତି ରକ୍ଷା ପାଇଁ ନବୀନ ପଟନାୟକଙ୍କ ଅନୁରୋଧ

କଟକରେ ଶାନ୍ତି ରକ୍ଷା ପାଇଁ ନବୀନ ପଟନାୟକଙ୍କ ଅନୁରୋଧ

ଭୁବନେଶ୍ୱର: ଭାଇଚାରାର ସହର କଟକରେ ଆଜି ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀ ପଟନାୟକ କହିଛନ୍ତି ଏକ ଶାନ୍ତି ପ୍ରିୟ ରାଜ୍ୟ ଭାବରେ ଓଡିଶା ର ସୁନାମ ରହିଛି। ଓଡିଶା ବାସୀ,କଟକ ବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି। ତେଣୁ କଟକସହର ରେ ଶାନ୍ତି ବଜାୟ ରଖିବା ପାଈଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking