21.1 C
Bhubaneswar
Monday, December 8, 2025
Homeଓଡିଶାଚୌଦ୍ୱାର ଜେଲରୁ ୨ କଏଦୀ ଚମ୍ପଟ

ଚୌଦ୍ୱାର ଜେଲରୁ ୨ କଏଦୀ ଚମ୍ପଟ

କଟକ:  ଚୌଦାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି ।  କାଲି ରାତି ଗୋଟାଏ ପରେ ସେ ଦୁହେଁ ଜେଲର ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଚି । ଫେରାର ଅଭିଯୁକ୍ତ ହେଉଛନ୍ତି, ମଧୁକାନ୍ତ ଓ ରାଜା ସାହାଣୀ । ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ  ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ଦୁହେଁ, ଯାଜପୁର ଜେଲରୁ ଆସିଥିଲେ । ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ । ଗତକାଲି ରାତିରେ ଆରିରେ ଜେଲର ସେଲ କାଟି ଖସି ପଳାଇଯାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking