19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶମୋଦିଙ୍କୁ ପୁଟିନଙ୍କ ଉଚ୍ଚ ପ୍ରଶଂସା

ମୋଦିଙ୍କୁ ପୁଟିନଙ୍କ ଉଚ୍ଚ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆ ରାଷ୍ଟ୍ରପତି ପୁଟିନ ଭୁରି ଭୁରି ପ୍ରଶଂସା କରିଛନ୍ତି । ଭାରତ ଉପରେ ଆମେରିକାର ଟାରିଫ ପରେ ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ମୋଦିଙ୍କର ବାହ୍ୟ ଚାପକୁ ପ୍ରତିରୋଧ କରବାର କ୍ଷମତାକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୁଟିନ । କହିଛନ୍ତି, ଅତ୍ୟନ୍ତ ଜ୍ଞାନୀ ନେତା, ଯିଏ ନିଜ ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦିଇନ୍ତି । ଆମେରିକା ଚାପରେ ଭାରତୀୟଙ୍କୁ ଅପମାନିତ ହେବାକୁ ଦେବେ ନାହିଁ । ଭାରତ- ରୁଷିଆ ବାଣିଜ୍ୟର ପାରସ୍ପରିକ ଲାଭକୁ ଗୁରୁତ୍ୱ ଦେଉଛନ୍ତି ।  ତୈଳ ଆମଦାନୀ ବନ୍ଦ କଲେ ଭାରତକୁ ବାର୍ଷିକ ୯-୧୦ ବିଲିୟନ ଡଲାର କ୍ଷତି ହେବ । ଭାରତ ଓ ରୁଷିଆ ସମ୍ପର୍କ ପ୍ରତିରକ୍ଷା, ଶକ୍ତି ଓ ବାଣିଜ୍ୟକୁ ନେଇ ମଜଭୁତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking