15.1 C
Bhubaneswar
Saturday, December 6, 2025
Homeଓଡିଶାଘର ଆଗରେ ହାଣିଦେଲେ

ଘର ଆଗରେ ହାଣିଦେଲେ

ବଲାଙ୍ଗିର: ବଲାଙ୍ଗିରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା ଘଟିଛି । ଯୁବକଙ୍କୁ ଭୁଜାଲିରେ ହାଣି ବିଭତ୍ସ ହତ୍ୟା କରାଯାଇଛି । ଟାଉନ୍ ଥାନା ଖଦାଲପଡାରେ ଯୁବକଙ୍କୁ ହତ୍ୟା କରାଯାଇଛି ।  ଘର ସମ୍ମୁଖରେ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି ୨ ଦୁର୍ବୁତ୍ତ । ଆକ୍ରମଣ ପରେ ଯୁବକଙ୍କୁ ହସ୍ପଟିାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି । ତେବେ ହତ୍ୟାକାଣ୍ଡର କାରଣ ଖୋଜିବା ପାଇଁ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking