25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ୭୫ ତମ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

୭୫ ତମ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନ । ୭୫ ତମ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ । ୧୯୫୦ ମସିହା ସେପ୍ଚେମ୍ୱର ୧୭ ତାରିଖରେ ଗୁଜୁରାଟର ବଡୋଦରାରେ ଏକ ସାଧାରଣ ପରିବାରରେ ଜନ୍ମିତ ମୋଦୀଙ୍କ ଜନ୍ମ ଦିନକୁ ସେବା ପକ୍ଷ ଭାବେ ପାଳନ କରିବ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର । ଏହି ଅବସରରେ ୧୫ ଦିନ କାଳ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପିଏମ ମିତ୍ର ପାର୍କର ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ସୁସ୍ଥନାରୀ ଓ ସଶକ୍ତ ପରିବାର ଯୋଜନାର ଶୁଭାରମ୍ଭ କରିବେ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking