21.1 C
Bhubaneswar
Monday, December 8, 2025
Homeଓଡିଶାକୋରାଇ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ନିମନ୍ତେ ଗଣଧାରଣା

କୋରାଇ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ନିମନ୍ତେ ଗଣଧାରଣା

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି l ଡବଲ ଇଞ୍ଜିନ ସରକାର ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ୟାକୁ ଆଡ ଆଖିରେ ଚାଁହୁ ନ ଥିବାରୁ ଯୁବ ନେତା ସୁରେନ୍ଦ୍ର କୁମାରଙ୍କ ନେତୃତ୍ୱରେ 10ଦଫା ଦାବି କରି ପାଞ୍ଚ ଦିନ ଧରି ଧାରଣାରେ ବସିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟବିଭାଗର ଅଧିକାରୀ ଓ ଜିଲ୍ଲା ପ୍ରଶାସନ l ବିଧାୟକ ଧାରଣାସ୍ଥଳକୁ ଆସି ସମସ୍ୟାର ସମାଧାନ କରିବା ପାଇଁ ଆନ୍ଦୋଳନକାରିଙ୍କ ସହ ଆଲୋଚନା କରି ନଥିବାରୁ ସମଗ୍ର କୋରେଇ ଅଂଚଳରେ ଅଶୋନ୍ତୋଷର ବହ୍ନି ଦେଖାଯାଇଛି l ଏନେଇ ବିଧାୟକଙ୍କ କାର୍ଯ୍ୟ କଳାପକୁ ନିନ୍ଦା କରାଯାଉଛି l ଯେ ପଯ୍ୟନ୍ତ ଦଶଦଫା ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ଦେଇ ନାହାନ୍ତି, ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ନ କରନ୍ତି ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ବରାଳ ବିଭିନ୍ନ ଗଣମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking