ଭୁବନେଶ୍ୱର: ମୁଣ୍ଡଳିରେ ୬ ଲକ୍ଷ ୮ ହଜାର କ୍ୟୁସନ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିରେ ସ୍ଥିତି ଅନୁଧ୍ୟାନ ପରେ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ ଉପରମୁଣ୍ଡରେ ବର୍ଷା ଓ ହୀରାକୁଦ ଜଳ ଛାଡିଯିବାରୁ ଏଭଳି ସ୍ଥିତି ହୋଇଛି । କେବଳ ତଳିଆ ଅଞ୍ଚଳ ପ୍ରଭାବିତ ହେବ, ନଚେତ୍ ସମସ୍ୟା ନାହିଁ । ଧୀରେ ଧୀରେ କମିବ, ବନ୍ୟା ସ୍ଥିତି ନାହିଁ ।










