27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶପାଭାଗଡ ଶକ୍ତି ପୀଠରେ ରୋପୱେ ଦୁର୍ଘଟଣାଗ୍ରସ୍ଥ: ୬ ମୃତ

ପାଭାଗଡ ଶକ୍ତି ପୀଠରେ ରୋପୱେ ଦୁର୍ଘଟଣାଗ୍ରସ୍ଥ: ୬ ମୃତ

ଗୁଜୁରାଟ: ପାଭାଗଡ ଶକ୍ତି ପୀଠରେ ଏକ ବଡ ଅଘଟଣ ଘଟିଛି। ପାଭାଗଡ ଶକ୍ତି ପୀଠରେ ରୋପୱେ ଦୁର୍ଘଟଣାଗ୍ରସ୍ଥ ହୋଇଜଣଙ୍କ ମୃତ୍ୟୁ ଘଟିଛିସୂଚନା ଅନୁସାରେ, ଶନିବାର ଦିନ ପାଭାଗଡର ପ୍ରସିଦ୍ଧ ଶକ୍ତିପୀଠରେ ଏକ ମାଲବାହୀ ରୋପୱେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଦଉଡ଼ି ଛିଣ୍ଡିଯିବାରୁ ଏହି ଦୁର୍ଘଟଣା ଘଟିଛି। ପଞ୍ଚମହାଲ କଲେକ୍ଟର ଦୁଇ ଜଣ ଲିଫ୍ଟମ୍ୟାନ୍, ଦୁଇ ଜଣ ଶ୍ରମିକ ଏବଂ ଅନ୍ୟ ଦୁଇଜଣଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଥିବାର ନିଶ୍ଚିତ କରିଛନ୍ତି। କଲେକ୍ଟରଙ୍କ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking