30.8 C
Bhubaneswar
Thursday, April 9, 2026
Homeଓଡିଶାହୁତୁହୁତୁ ହୋଇ ଜଳିଗଲା ଇଭି ସ୍କୁଟର

ହୁତୁହୁତୁ ହୋଇ ଜଳିଗଲା ଇଭି ସ୍କୁଟର

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିଗଲା ଇଭି ସ୍କୁଟର । ନୟାପଲ୍ଲୀ ଓଭରବ୍ରିଜ ରାଜରାସ୍ତାରେ ଗାଡିଟି ହଠାତ ଜଳିଗଲା । ସ୍କୁଟି ଅଳ୍ପ ଟିକେ ନିଆଁ ଲାଗିବାରୁ ଗାଡିଟିକୁ ପାର୍ଶ୍ୱକୁ ନେଇ ରଖିଦେଇଥିଲେ । ଫଳରେ ଅଳ୍ପକେ ବର୍ତ୍ତି ଛନ୍ତି ଚାଳକ । କେଉଁ କାରଣରୁ ଗାଡିଟି ଜଳିଛି ତାହା ସ୍ପଷ୍ଟ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking