21.1 C
Bhubaneswar
Saturday, December 6, 2025
Homeଓଡିଶାଗିଫ୍ଟ ସିଟି ଢାଞ୍ଚାରେ ହେବ ‘ନୂଆ ଭୁବନେଶ୍ୱର’: ମନ୍ତ୍ରୀ

ଗିଫ୍ଟ ସିଟି ଢାଞ୍ଚାରେ ହେବ ‘ନୂଆ ଭୁବନେଶ୍ୱର’: ମନ୍ତ୍ରୀ

ଭୁବନେଶ୍ୱର: ନୂଆ ଭୁବନେଶ୍ୱର ଘୋଷଣାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।  କହିଛନ୍ତି, ଗିଫ୍ଟ ସିଟି ଧୋଲେରା ଢାଞ୍ଚାରେ  ହେବ ନୂଆ ଭୁବନେଶ୍ୱର ସହର । ମଳିପଡା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ  ନେଇ ହେବ ନୂଆ ସହର । ସିଙ୍ଗାପୁର ସରକାର  ଏହାର ଡ୍ରଇଙ୍ଗ ଓ ଡିଜାଇନ  ପ୍ରସ୍ତୁତ ଦାୟ୍‌ିତ୍ୱ ନେଇଛନ୍ତି । ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ବ୍ୟବସାୟିକ ପ୍ରତିଷ୍ଠାନ ରହିବ । ନୂଆ ସହରରେ ଶିଳ୍ପ ସଂସ୍ଥାକୁ ଗୁରୁତ୍ୱ ଦିଆଯିବ । ଆସନ୍ତା ମାସେରୁ  ୨ ମାସ ଭିତରେ  ସରକାରଙ୍କୁ  ଡିପିଆର ଦେବ ସିଙ୍ଗାପୁର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking