25.1 C
Bhubaneswar
Monday, March 23, 2026
Homeଓଡିଶାହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ

ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ

ସମ୍ବଲପୁର: ବନ୍ଦ ହେଲା ହୀରକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ । ସକାଳେ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ବର୍ତ୍ତମାନ ୪ଟି ଗେଟ୍ ବନ୍ୟା ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ସୁବର୍ଣ୍ଣରେଖା ରାଜଘାଟ ନିକଟରେ ଖସୁଛି । ଆଜି ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ତଳକୁ ଖସି ଆସିବ ଓ ଆସନ୍ତାକାଲି ଭୋର ସମୟରେ ଏହା ଆହୁରି ତଳକୁ ଖସି ଆସିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking