28.1 C
Bhubaneswar
Wednesday, February 4, 2026
Homeଓଡିଶାବର୍ଷାରେ ବେହାଲ ବାଲେଶ୍ୱର

ବର୍ଷାରେ ବେହାଲ ବାଲେଶ୍ୱର

ବାଲେଶ୍ୱର: ବର୍ଷା ହେଲେ ବାଲେଶ୍ଵର ସହରର କୃତ୍ରିମ ବନ୍ୟା ପାଲଟିଯାଉଛି । ଦୁଇଦିନ ହେଲା ଲଗାଣ ବର୍ଷା ଯୋଗୁ ନୂଆସାହି ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ପାଣି । ଏଭଳି ପରିସ୍ଥିତି ବାରମ୍ଵାର ହେଉଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଖାଲ ଖମାରେ ଭର୍ତ୍ତି ହୋଇଛି ରାସ୍ତା । ଅନେକ ସମୟରେ ଦୁର୍ଘଟଣା ଘଟୁଛି । ବାରମ୍ବାର ରାସ୍ତା ମରାମତି ପାଇଁ ଦାବି ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନାହିଁ । ଜଳ ନିଷ୍କାସନ ହେଉନଥିବାରୁ ଏଭଳି ପରିସ୍ଥିତି ବାରମ୍ଵାର ସୃ୍ଷ୍ଟି ହେଉଛି ।  ଫଳରେ ଲୋକେ ବିପଦ ପୂର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking